Advertisment

ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର

ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ଷ୍ଟିକର୍ ଗାଏବ ହୋଇଛି।

Advertisment

ଲକ୍ଷ୍ମୀ ବସରୁ ହଟିଲା ଲୋଗୋ। ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ଷ୍ଟିକର୍ ଗାଏବ ହୋଇଛି। ଉଭୟ ପଟେ ଶଙ୍ଖ ଚିହ୍ନର ପୋଷ୍ଟର ନାହିଁ, ବସ୍ ପଛରେ ମିଶନ୍ ଶକ୍ତି ଲେଖା ବି ନାହିଁ। ଏହି ଘଟଣା ପରେ ଲୋକଙ୍କ ଭିତରେ ଲକ୍ଷ୍ମୀ ବସ୍ ଚାଲିବାକୁ ନେଇ ଦ୍ବନ୍ଦ୍ବ ବଢ଼ିଛି। ବସ୍ ସେବା ବନ୍ଦ ହୋଇଯିବ କି ବୋଲି ପ୍ରଶ୍ନ କରିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ ନୂଆପଡ଼ାରେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Laxmi Bus Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe