ନୂଆ ଅବକାରୀ ନୀତି ଆଣିବେ ବିଜେପି ସରକାର, ପୁରୁଣା ଅବକାରୀ ନୀତିର ଅବଧି ମାସେ ବଢ଼ିଲା

ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ପ୍ରଚଳିତ ଓଡ଼ିଶା ଅବକାରୀ ନୀତି ୨୦୨୪-୨୫ର ଅବଧିକୁ ଆଉ ଏକମାସ ବୃଦ୍ଧି କରାଗଲା ବୋଲି ରାଜ୍ୟ ଅବକାରୀ କମିଶନରଙ୍କୁ ଅବଗତ କରିଛନ୍ତି ।

Wine

Representative Image

Ordigital Desk
  • Published: Saturday, 03 August 2024
  • Updated: 03 August 2024, 10:06 PM IST

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜସ୍ୱ ଅବକାରୀ ନୀତି ଆଣିବେ । ଏଥିପାଇଁ ସମୟ ଲାଗୁଥିବାରୁ ପୂର୍ବ ବିଜେଡି ସରକାରଙ୍କ ଅବକାରୀ ନୀତିର ଅବଧିକୁ ଆଉ ମାସେ ବୃଦ୍ଧି କରିଥିବା ଜଣାପଡ଼ିଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ତତକାଳୀନ ବିଜେଡି ସରକାର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଅବକାରୀ ନୀତି ଲାଗୁ କରିଥିଲେ ।

ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ପ୍ରଚଳିତ ଓଡ଼ିଶା ଅବକାରୀ ନୀତି ୨୦୨୪-୨୫ର ଅବଧିକୁ ଆଉ ଏକମାସ ବୃଦ୍ଧି କରାଗଲା ବୋଲି ରାଜ୍ୟ ଅବକାରୀ କମିଶନରଙ୍କୁ ଅବଗତ କରିଛନ୍ତି । ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ହାରରେ ବିଭିନ୍ନ ଫି’ ସହ ଗାଇଡଲାଇନ୍ କାର୍ଯ୍ୟ କରାଯିବ । ତେବେ ଗ୍ରାମାଂଚଳରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି ବୋଲି ଅବକାରୀ କମିଶନଙ୍କର ସୂଚିତ କରିଛନ୍ତି।

Also Read

ଅନ୍ୟପକ୍ଷରେ ରାଜ୍ୟ ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ମୋହନ ମାଝୀଙ୍କ ସରକାର ନିଜସ୍ୱ ଅବକାରୀ ନୀତି ଆଣିବା ପାଇଁ ଏବେ କାମ କରୁଛନ୍ତି । ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଓ ପର୍ଯ୍ୟାୟକ୍ରମେ ମଦ ଦୋକାନ ସଂଖ୍ୟା ହ୍ରାସ ଏବଂ ବିଜେଡି ସରକାରର ‘ଲଟେରୀ ସିଷ୍ଟମରେ ୫ବର୍ଷିଆ ଲାଇସେନ୍ସ’ ଆଦିରେ ବ୍ୟାପକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏହାଛଡ଼ା  ପୂର୍ବର ବିଜେଡି ସରକାର ଭଳି ରାଜସ୍ୱ ସଂଗ୍ରହ ପାଇଁ ଅବକାରୀ ଟିକସ ଉପରେ ନିର୍ଭରଶୀଳତା କମ କରିବାକୁ ମଧ୍ୟ ବିଜେପି ସରକାର ଯୋଜନା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩୧ତାରିଖ ପୂର୍ବରୁ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଘୋଷଣା କରିଥାନ୍ତି । ତେବେ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ୧ରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଅବକାରୀ ନୀତି ଘୋଷଣା କରିଥିଲେ । ଯାହାକୁ ଏବେପୁଣି ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story