ଆଉ କେତେ ମୁଣ୍ଡ ଗଲେ ଚେତିବ ବିଏମସି ? | Bhubaneswar Drain Incident | BMC | Odisha Reporter
ଗତକାଲି ବର୍ଷା ବେଳେ ଡ୍ରେନରେ ଭାସି ଯାଉଥିବା ବେଲୁନ ଆଣିବାକୁ ଯାଇ ନାବାଳକର ମୃତ୍ୟୁ ଘଟିଥିଲା। ଡ୍ରେନ ପାଣିରେ ଭାସି ଯାଇ ସେ କିଛି ଘଣ୍ଟା ଧରି ନିଖୋଜ ହୋଇଯାଇଥିଲା । ତେବେ ବହୁ ଖୋଜା ଖୋଜି ପରେ ଲକ୍ଷ୍ମୀସାଗର ନିକଟ ନାଳରୁ ପିଲାଟିକୁ ଉଦ୍ଧାର କରାଯାଇଛି । ଏହାପରେ ପିଲାଟିକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା, ସେଠାରେ ତାକୁ ମୃତ ଘୋଷଣା କରିଥିଲେ କର୍ତ୍ତୃପକ୍ଷ। ପିଲାଟି ହେଉଛି ଏସକେ ରାଜେଶ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
