Advertisment

ଆଉ କେତେ ମୁଣ୍ଡ ଗଲେ ଚେତିବ ବିଏମସି ?

ଗତକାଲି ବର୍ଷା ବେଳେ ଡ୍ରେନରେ ଭାସି ଯାଉଥିବା ବେଲୁନ ଆଣିବାକୁ ଯାଇ ନାବାଳକର ମୃତ୍ୟୁ ଘଟିଥିଲା।

Advertisment

ଗତକାଲି ବର୍ଷା ବେଳେ ଡ୍ରେନରେ ଭାସି ଯାଉଥିବା ବେଲୁନ ଆଣିବାକୁ ଯାଇ ନାବାଳକର ମୃତ୍ୟୁ ଘଟିଥିଲା। ଡ୍ରେନ ପାଣିରେ ଭାସି ଯାଇ ସେ କିଛି ଘଣ୍ଟା ଧରି ନିଖୋଜ ହୋଇଯାଇଥିଲା । ତେବେ ବହୁ ଖୋଜା ଖୋଜି ପରେ ଲକ୍ଷ୍ମୀସାଗର ନିକଟ ନାଳରୁ ପିଲାଟିକୁ ଉଦ୍ଧାର କରାଯାଇଛି । ଏହାପରେ ପିଲାଟିକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା, ସେଠାରେ ତାକୁ ମୃତ ଘୋଷଣା କରିଥିଲେ କର୍ତ୍ତୃପକ୍ଷ। ପିଲାଟି ହେଉଛି ଏସକେ ରାଜେଶ । ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha Bhubaneswar Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe