ଭୁବନେଶ୍ୱରରେ ମୁକୁଳା ଡ୍ରେନ: ଇଡକୋ,ଏନଏଚଏଆଇ, ପିଡବ୍ଲ୍ୟୁଡି ବନ୍ଦ କଲେ, ବିଏମସି କରୁନି

ଆଜି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୧୯୦୭.୭କିମି ଡ୍ରେନ ରହିଛି ।

Drain PhotoOTV

ରାଜଧାନୀର ମୁକୁଳା ଡ୍ରେନ୍‌(ଫେଇଲ ଫଟୋ)

Ordigital Desk
  • Published: Tuesday, 10 September 2024
  • Updated: 10 September 2024, 10:08 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ମରଣଯନ୍ତା ପାଲଟିଛି । ତଥାପି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କର୍ତ୍ତୃପକ୍ଷଙ୍କ ଚେତା ପଶୁନି । ବିଗତ ୭ବର୍ଷ ମଧ୍ୟରେ ୨ଜଣ ବ୍ୟକ୍ତି ଏହି ମୁକୁଳା ଡ୍ରେନରେ ପଡ଼ି ପ୍ରାଣ ହରାଇଥିଲାବେଳେ ବିଏମସି ନିଜର ସମସ୍ତ ୬୮.୨ କିମି ବିଶିଷ୍ଟ ମୁଖ୍ୟ ଡ୍ରେନକୁ ମୁକୁଳା ରଖିଛି । ଯଦିଓ ଇଡକୋ, ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଓ ପିଡବ୍ଲ୍ୟୁଡି(ପୂର୍ତ୍ତ ବିଭାଗ) ଅଧୀନରେ ଥିବା ଭୁବନେଶ୍ୱରର ସମସ୍ତ ମୁକୁଳା ଡ୍ରେନକୁ ସମ୍ପୃକ୍ତ ଏଜେନ୍ସୀଗୁଡ଼ିକ ଘୋଡ଼ାଇବାରେ ସକ୍ଷମ ହୋଇଛନ୍ତି । ବିଗତ ୭ବର୍ଷ ମଧ୍ୟରେ ବିଏମସିର ବାର୍ଷିକ ବଜେଟ( ୨୦୨୭-୧୮ରେ ୩୯୪.୫୯କୋଟି ଟଙ୍କା) ୪ଗୁଣ (୨୦୨୩-୨୪ରେ ୧୨୨୦.୯୮କୋଟି ଟଙ୍କା) ବୃଦ୍ଧି ପାଇଲାଣି ।

ଆଜି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ମୋଟ ୧୯୦୭.୭କିମି ଡ୍ରେନ ରହିଛି । ଏଥିରୁ ଇଡକୋ ଅଧୀନରେ ୬୫କିମି, ଏନଏଚଏଆଇ ୩୪.୫କିମି ଓ ପିଡବ୍ଲ୍ୟୁଡି ଅଧୀନରେ ୩୬୦କିମିର ଆଭ୍ୟନ୍ତରୀଣ ଡ୍ରେନ ରହିଛି । ଯାହାକୁ ସମ୍ପୃକ୍ତ ଏଜେନ୍ସୀଗୁଡ଼ିକ ଘୋଡ଼ାଇ ସାରିଛନ୍ତି ଅର୍ଥାତ୍ ଏସବୁ ମୁକୁଳା ହୋଇ ରହିନାହିଁ ।

Also Read

ମାତ୍ର ବିଏମସି ଅଧୀନରେ ଥିବା ୬୮.୨କିମିର ମୁଖ୍ୟ ଡ୍ରେନକୁ ଏବେବି ମୁକୁଳା ହୋଇ ରହିଛି, ଯାହାକୁ ଏପର୍ଯ୍ୟନ୍ତ ଘୋଡ଼ାଇବାରେ ବିଏମସି କର୍ତ୍ତୃପକ୍ଷ ସକ୍ଷମ ହୋଇପାରିନାହାନ୍ତି । ତେବେ ବିଏମସି ଅଧୀନରେ ଥିବା ୧୩୮୦କିମିର ଆଭ୍ୟନ୍ତରୀଣ ଡ୍ରେନ୍ ମଧ୍ୟରୁ ୨୭କିମି ମୁକୁଳା ଥିବା ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି ।

ମୁକୁଳା ରହିଥିବା ଏହି ୨୭କିମି ଲମ୍ବ ବିଶିଷ୍ଟ ଡ୍ରେନକୁ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହିତ ବିଏମସି ଅଂଚଳରେ ଗତ ୭ବର୍ଷ ମଧ୍ୟରେ ଡ୍ରେନରେ ପଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ମନ୍ତ୍ରୀ ଶ୍ରୀ ମହାପାତ୍ର ତାଙ୍କ ଲିଖିତ ଉତ୍ତରରେ ଗୃହକୁ ଅବଗତ କରାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story