Advertisment

ଡମ୍ପିଂୟାର୍ଡ ପାଇଁ ବିଏମସି ପାଇଲା ନୂଆ ଠିକଣା !

ସବୁଜିମାର ବଳୟ ଭିତରେ ଗଦା ହେଉଛି ଅଳିଆର ପାହାଡ । ଦାରୁଠେଙ୍ଗ, ଗାଡକଣ ଡମ୍ପିଂୟାର୍ଡ ପରେ ଏବେ ସାମନାକୁ ଆସିଲା ନୂଆ ସ୍ଥାନ। ଏ ଦୃଶ୍ୟ ହେଉଛି ଇନଫୋସିସ ଅଞ୍ଚଳରେ ଥିବା ଡିଏଲଏଫ ବିଲଡିଂ ସମ୍ମୁଖର।

author-image
Manoj Swain
ଅଦ୍ୟତନ ହୋଇଛି

ସବୁଜିମାର ବଳୟ ଭିତରେ ଗଦା ହେଉଛି ଅଳିଆର ପାହାଡ । ଦାରୁଠେଙ୍ଗ, ଗାଡକଣ ଡମ୍ପିଂୟାର୍ଡ ପରେ ଏବେ ସାମନାକୁ ଆସିଲା ନୂଆ ସ୍ଥାନ। ଏ ଦୃଶ୍ୟ ହେଉଛି ଇନଫୋସିସ ଅଞ୍ଚଳରେ ଥିବା ଡିଏଲଏଫ ବିଲଡିଂ ସମ୍ମୁଖର। ହେଲେ ଏହାରି ଭିତରେ ଏଠାରେ ବୋଧହୁଏ ଏକ ଡମ୍ପିୟାର୍ଡ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଛି ବିଏମସି। ରେସିଡେନ୍ସ ଏରିଆଠାରୁ ଟିକେ ଦୂରରେ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ରହୁଥିବା ଏହି ଅଞ୍ଚଳକୁ ବିଏମସି ସହର ଭିତରର ଅଳିଆ ଆଣି କୁଢ କୁଢ କରି ଜମା କରୁଛି।

Advertisment
Odisha Bhubaneswar Bmc