ବିଏମସିର ଚେତାବନୀ: ଡେଙ୍ଗୁ ମଶା କି ଲାର୍ଭା ମିଳିଲେ ଦେବାକୁ ପଡ଼ିବ ଜୋରିମାନା

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ଏଣିକି ନିୟମିତ ଯାଂଚ କରାଯିବ ।

BMC

BMC Office(ଫାଇଲ ଫଟୋ)

Ordigital Desk
  • Published: Wednesday, 09 August 2023
  • Updated: 09 August 2023, 08:44 PM IST

Sports

Latest News

ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଜ୍ୱର ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କଡ଼ା ଚେତାବନୀ ଜାରି ହୋଇଛି । ବିଏମସି ଅଂଚଳରେ ଥିବା ବ୍ୟକ୍ତିଗତ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଅବା ସଂସ୍ଥା ପରିସରରେ ଡେଙ୍ଗୁ ମଶା ଜନ୍ମ ନେଉଥିବାର ସ୍ଥାନ କିମ୍ବା ଲାର୍ଭା ମିଳିଲେ ଏଣିକି ଜୋରିମାନା ଆଦାୟ କରାଯିବ । ଅଧିକ ଦିନଧରି ପାଣି ଜମି ରହି ଡେଙ୍ଗୁ ବଂଶ ବୃଦ୍ଧି କରୁଥିବାର ପ୍ରମାଣ ମିିଳିଲେ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ ବୋଲି ବିଏମସି ଚେତାବନୀ ଦେଇଛି ।

Also Read

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକୁ ଏଣିକି ନିୟମିତ ଯାଂଚ କରାଯିବ । ଯଦି ସେମାନଙ୍କ ପରିସରରେ ଥିବା ଫୁଲ କୁଣ୍ଡ, ନଡ଼ିଆ କତା, ଅବ୍ୟବହୃତ ଟାୟାର, ପେପର କପ୍‌, ବାସନକୁସନ ଆଦିରେ ପାଣି ଜମି ରହି ଡେଙ୍ଗୁ ମଶା ବଂଶବୃଦ୍ଧି କରୁଥିବାର ପ୍ରମାଣ ମିଳେ ତା’ହେଲେ ସେମାନଙ୍କଠୁ ଜୋରିମାନା ଆଦାୟ କରାଯିବ । ଡେଙ୍ଗୁ ମଶା ବଂଶ ବୃଦ୍ଧି କରିବା ଭଳି ଏସବୁ ସ୍ଥାନରେ ଯଦି ଦୀର୍ଘଦିନ ଧରି ପାଣି ଜମି ରହିଛି ସେଥିପ୍ରତି ଦୃଷ୍ଟି ଦେବାକୁ ବିଏମସି ପରାମର୍ଶ ଦେଇଛି । ବିଏମସି ଟିମ୍ ଆସନ୍ତା ଅଗଷ୍ଟ ୧୫ତାରିଖରୁ ନିୟମିତ ଭାବେ ବିଭିନ୍ନ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନରେ ସରପ୍ରାଇଜ୍ ଯାଂଚ କରିବ । ଯଦି କେଉଁଠି ମଶା ବଂଶ ବୃଦ୍ଧି ଭଳି ପରିବେଶ  ଥିବ ସେହି ବ୍ୟକ୍ତିଗତ ଘର ଉପରେ ୧ହଜାର ଟଙ୍କା, ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନଠୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

ରାଜଧାନୀ ଭୁବନେଶ୍ୱରରରେ ଡେଙ୍ଗୁ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଲାର୍ଭା ତେଲ ଛିଂଚନ, ଧୂଆଁ ସ୍ପ୍ରେ ଆଦି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ସାଧାରଣ ଲୋକଙ୍କ ସହଯୋଗ ବିନା ଡେଙ୍ଗୁ ମଶା ସମସ୍ୟା ଉପରେ ନିୟନ୍ତ୍ରଣ ସମ୍ଭବପର ନୁହେଁ । ତେଣୁ ବିଏମସି ପକ୍ଷରୁ ଏଭଳି ଜୋରିମାନା ଧାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story