Advertisment

ଠକିଦେଲେ ପାଣ୍ଡିଆନ୍ !

ସେଦିନ ଥିଲା ୨୭ ଏପ୍ରିଲ ୨୦୨୩ । ବଡି ଭୋରୁ ନିଜ ନିଜ ଗନ୍ତବ୍ୟ ପଥରେ ଯିବାକୁ ତର ତର ହୋଇ ଡଙ୍ଗାରେ ବସିଥିଲେ କୂଳରୁ ଅଲ୍ପ ଦୂରକୁ ଯାଇଛି କି ନାହିଁ ଡଙ୍ଗା ଓଲଟି ପଡିଲା । ୪ ଜଣଙ୍କୁ ବଞ୍ଚାଇ, ନାବାଳକ ସହ ଭାସିଗଲେ ନାଉରିଆ ।

Advertisment

ସେଦିନ ଥିଲା ୨୭ ଏପ୍ରିଲ ୨୦୨୩ । ବଡି ଭୋରୁ ନିଜ ନିଜ ଗନ୍ତବ୍ୟ ପଥରେ ଯିବାକୁ ତର ତର ହୋଇ ଡଙ୍ଗାରେ ବସିଥିଲେ କୂଳରୁ ଅଲ୍ପ ଦୂରକୁ ଯାଇଛି କି ନାହିଁ ଡଙ୍ଗା ଓଲଟି ପଡିଲା । ୪ ଜଣଙ୍କୁ ବଞ୍ଚାଇ, ନାବାଳକ ସହ ଭାସିଗଲେ ନାଉରିଆ । ଆସିଥିଲେ ପାଣ୍ଡିଆନ, ୨ ମାସରେ ପୋଲ ଗଢିବାକୁ ଦେଇଥିଲେ ପ୍ରତିଶ୍ରୁତି ।

Advertisment
Odisha Boat Accident Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe