ବଳଦ ପାଟିରେ ବିସ୍ଫୋରଣ ହେଲା ବୋମା

ତେଲକୋଇ ବନାଞ୍ଚଳର ସମାକୋଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ରଖାଯାଇଥିଲା ବୋମା। ହେଲେ ବାର୍‌ହା ଆସିଲା ନାହିଁ କି ଖାଇଲା। ଦୁର୍ଭାଗ୍ୟକୁ ସେହି ବୋମାକୁ ଖୁଣ୍ଟାପଡା ରେବତୀ ମହାକୁଡ଼ଙ୍କ ବଳଦ ଖାଇଦେଇଥିଲା।

Mail Ox

Representative Image

Manoranjan Sial
  • Published: Monday, 07 October 2024
  • Updated: 07 October 2024, 04:56 PM IST

Sports

Latest News

ବଳଦ ପାଟିଲେ ବିସ୍ଫୋରଣ ହେଲା ବୋମା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଅଭିଯୋଗରୁ ଜଣାପଡ଼ିଛି ବାର୍‌ହା ଶିକାର ପାଇଁ ଘାସ ଭିତରେ ରଖାଯାଇଥିବା ବୋମା। ଆଉ ସେହି ବୋମାକୁ ଘାସ ଖାଇଲା ବେଳେ ଚୋବାଇ ଦେଇଥିଲା ବଳଦ। ଯେଉଁଥିପାଇଁ ବଦଳ ପାଟିରେ ବୋମାଟି ବିସ୍ଫୋରଣ କରିଥିଲା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଘଟିଛି।

Also Read

ତେଲକୋଇ ବନାଞ୍ଚଳର ସମାକୋଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ରଖାଯାଇଥିଲା ବୋମା। ହେଲେ ବାର୍‌ହା ଆସିଲା ନାହିଁ କି ଖାଇଲା। ଦୁର୍ଭାଗ୍ୟକୁ ସେହି ବୋମାକୁ ଖୁଣ୍ଟାପଡା ରେବତୀ ମହାକୁଡ଼ଙ୍କ ବଳଦ ଖାଇଦେଇଥିଲା। ବୋମା ବଳଦ ପାଟିକୁ ଗଲା ପରେ ଫାଟି ଯାଇଥିଲା। ଯାହାଫଳରେ ବଳଦର ମୁହଁ ଛିନ୍‌ଛତର ହୋଇଯାଇଛି। ବଦଳ ପାଟିରୁ ଜିଭ ଓ ଦାନ୍ତ ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି। ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛି ବଳଦଟି।

ସ୍ଥାନୀୟ ଗାଁ ଲୋକେ ଏନେଇ ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି। ତେବେ ବାର୍‌ହା ଶିକାର ପାଇଁ କିଏ ବୋମା ଖଞ୍ଜିଥିଲା, ତାହା ଜଣାପଡ଼ି ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story