ମେଘାଳୟରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନଙ୍କ ଆଜି ହେବ ଶେଷକୃତ୍ୟ

ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ା ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ । 

Manoj Swain
  • Published: Monday, 06 November 2023
  • Updated: 06 November 2023, 12:49 PM IST

Sports

Latest News

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ମେଘାଳୟରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଆଜି ଶେଷକୃତ୍ୟ ହେବ । ପୁରୀ ଜିଲ୍ଲା ଗୋପ ବ୍ଲକ ପୈତୃକ ଗାଁ ମଲ୍ଲଗାଁରେ ହେବ ଶେଷକୃତ୍ୟ । ପ୍ରତାପଙ୍କ ଶହୀଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଶହୀଦ ପ୍ରତପଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ସେଥିପାଇଁ CBI ତଦନ୍ତ ଦାବି କରିଛନ୍ତି ଶହୀଦଙ୍କ ପରିବାର । ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos