BSKY କାର୍ଡକୁ ନେଇ ଗୁଜବ କରୁଛି କିଏ ? | BSKY Health Card Dilemma | Odisha Reporter
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପ୍ରତି ପରିବାରର ପୁରୁଷଙ୍କ ପାଇଁ 5 ଲକ୍ଷ ଓ ମହିଳାଙ୍କ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବାର ସୁବିଧା ରହିଛି । ରାଜ୍ୟରେ ବହୁଳ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ବିଏସକେୱାଇରେ ସାଧାରଣ ଲୋକ ସୁବିଧା ସୁଯୋଗ ମଧ୍ୟ ପାଉଛନ୍ତି । ଶାସକ ବିଜୁ ଜନତା ଦଳ ନିର୍ବାଚନରେ ପରାଜିତ ହେବା ଓ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ କେତେକ ହସ୍ପିଟାଲ ବିଏସକେୱାଇ କାର୍ଡ ଆଉ ଗ୍ରହଣ କରୁନଥିଲେ କି ଏହି ଯୋଜନାରେ ଲୋକଙ୍କୁ ସେବା ଦେବାକୁ ମନା କରୁଥିବା ଅଭିଯୋଗ ଆସିଥଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
