Advertisment

BSKY କାର୍ଡକୁ ନେଇ ଗୁଜବ କରୁଛି କିଏ ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପ୍ରତି ପରିବାରର ପୁରୁଷଙ୍କ ପାଇଁ 5 ଲକ୍ଷ ଓ ମହିଳାଙ୍କ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବାର ସୁବିଧା ରହିଛି ।

Advertisment

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପ୍ରତି ପରିବାରର ପୁରୁଷଙ୍କ ପାଇଁ 5 ଲକ୍ଷ ଓ ମହିଳାଙ୍କ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବାର ସୁବିଧା ରହିଛି । ରାଜ୍ୟରେ ବହୁଳ ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା- ବିଏସକେୱାଇରେ ସାଧାରଣ ଲୋକ ସୁବିଧା ସୁଯୋଗ ମଧ୍ୟ ପାଉଛନ୍ତି । ଶାସକ ବିଜୁ ଜନତା ଦଳ ନିର୍ବାଚନରେ ପରାଜିତ ହେବା ଓ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ କେତେକ ହସ୍ପିଟାଲ ବିଏସକେୱାଇ କାର୍ଡ ଆଉ ଗ୍ରହଣ କରୁନଥିଲେ କି ଏହି ଯୋଜନାରେ ଲୋକଙ୍କୁ ସେବା ଦେବାକୁ ମନା କରୁଥିବା ଅଭିଯୋଗ ଆସିଥଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BSKY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe