Advertisment

‘ବାଲେଶ୍ୱରରେ ଗଡ଼ିବ ବସ୍‌’

ବାଲେଶ୍ୱରରେ ବସ୍‌ ଗଡ଼ିବା ନେଇ ସୂଚନା ଦେଲେ ସଂଘ ସଭାପତି । କହିଲେ, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ।

Advertisment

ବାଲେଶ୍ୱରରେ ବସ୍‌ ଗଡ଼ିବା ନେଇ ସୂଚନା ଦେଲେ ସଂଘ ସଭାପତି । କହିଲେ, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ। ଆମେ ବାଲେଶ୍ୱର ଜିଲ୍ଲାରେ ବସ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛୁ । କଟକ, ଭୁବନେଶ୍ୱରକୁ ଚଲାଇବୁ, ସରକାର ସୁରକ୍ଷା ଦିଅନ୍ତୁ । ଆଉ ୫ ଦିନ ଗଡ଼ାଇବାକୁ ସଂଘ ସମ୍ପାଦକଙ୍କୁ ଅନୁରୋଧ କରୁଛୁ ।

Advertisment
Odisha Balasore Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe