ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ-ବିଜୟନଗରମ ୩ୟ ରେଳମାର୍ଗ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ମଲଟି ମୋଡାଲ କନେକ୍ଟିଭିଟି ଅନ୍ତର୍ଗତ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ୧୦୦ପ୍ରତିଶତ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଖର୍ଚ୍ଚ ହେବ ।

Rail Track PhotoOR

ରେଳ ଧାରଣା

Ordigital Desk
  • Published: Wednesday, 16 August 2023
  • Updated: 16 August 2023, 06:26 PM IST

ଖୋର୍ଦ୍ଧା ରୋଡ୍‌- ବିଜୟନଗରମ୍ ଏବଂ ନିର୍ଗୁଣ୍ଡି-ବାରଙ୍ଗ ମଧ୍ୟରେ ତୃତୀୟ ରେଳ ମାର୍ଗ ନିର୍ମାଣକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶାର ଏହି ପ୍ରକଳ୍ପ ସମେତ ମୋଟ ୯ଟି ରାଜ୍ୟର ୩୪ଟି ଜିଲ୍ଲାରେ ୩୨୫୦୦କୋଟି ଟଙ୍କାର ୨୩୩୯କିମିର ଏହି ମଲଟି ଟ୍ରାକିଂ ପ୍ରୋଜେକ୍ଟକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ମଲଟି ମୋଡାଲ କନେକ୍ଟିଭିଟି ଅନ୍ତର୍ଗତ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ୧୦୦ପ୍ରତିଶତ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଖର୍ଚ୍ଚ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏସବୁ ପ୍ରକଳ୍ପ ଭାରତୀୟ ରେଳବାଇର ଆଧୁନିକୀକରଣରେ ସହାୟକ ହେବ । ଏହି ୭ଟି ପ୍ରକଳ୍ପ ଦେଶର ୯ଟି ରାଜ୍ୟ ଯଥା-ୟୁପି, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର, ଗୁଜୁରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୪ଟି ଜିଲ୍ଲାରେ ରେଳମାର୍ଗ  ନିର୍ମାଣ କରିବ । ଏହି ପ୍ରକଳ୍ପ ନିର୍ମାଣରେ ୭.୦୬କୋଟି ମାନବ ଦିବସ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

Also Read

ସୂଚନାଯୋଗ୍ୟ,  ପ୍ରାୟ ୨୨.୩୬କିମି ଦୀର୍ଘ ବିଶିଷ୍ଟ ନିର୍ଗୁଣ୍ଡି ଜଙ୍କସନରୁ ବାରଙ୍ଗ ରେଳ ଜଙ୍କସନ ମଧ୍ୟରେ ତୃତୀୟ ରେଳମାର୍ଗ ନିର୍ମାଣ ଏବଂ ପ୍ରାୟ ୩୬୩କିମି ଦୀର୍ଘ ଖୋର୍ଦ୍ଧା ରୋଡ-ବିଜୟନଗରମ୍ ତୃତୀୟ ରେଳମାର୍ଗ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story