Advertisment

ସ୍ୱାୟତ୍ତ ସଂସ୍ଥା ଭା‍ବେ ‘ମେରା ଯୁ‍ବା ଭାରତ’ ପ୍ରତିଷ୍ଠାକୁ କ୍ୟା‍ବିନେଟ୍ ଅନୁମୋଦନ

ସ୍ୱାୟତ୍ତ ସଂସ୍ଥା ଭା‍ବେ ‘ମେରା ଯୁ‍ବା ଭାରତ’ ପ୍ରତିଷ୍ଠାକୁ କ୍ୟା‍ବିନେଟ୍ ଅନୁମୋଦନ । ଯୁବକ ମାନେ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ସେତୁ ଭାବେରେ କାର୍ଯ୍ୟ କରିବ । ୧୫ରୁ ୨୯ ବର୍ଷ ବୟସର ଯୁବକମାନଙ୍କୁ ଅଧିକ ଉପକୃତ କରିବ ।

Pm Modi

Pm Modi

Advertisment

ସ୍ୱାୟତ୍ତ ସଂସ୍ଥା ଭା‍ବେ ‘ମେରା ଯୁ‍ବା ଭାରତ’ ପ୍ରତିଷ୍ଠାକୁ କ୍ୟା‍ବିନେଟ୍ ଅନୁମୋଦନ

Advertisment

Cabinet approves creation of mera yuva bharat autonomous body

ଏକ ସ୍ୱାୟତ୍ତ ସଂସ୍ଥା ଭା‍ବେ ‘ମେରା ଯୁ‍ବା ଭାରତ’ ପ୍ରତିଷ୍ଠାକୁ କ୍ୟା‍ବିନେଟ୍ ଅନୁମୋଦନ । ପ୍ରଧାମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟା‍ବିନେଟ୍ ବୈଠକରେ ଏକ ସ୍ୱୟଂଶାସିତ ସଂସ୍ଥା ଭା‍ବେ ମେରା ଯୁ‍ବ ଭାରତ (ମାଇ ଭାରତ) ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ସରକାର ସମଗ୍ର କ୍ଷେତ୍ରରେ ଯୁବପିଢିଙ୍କୁ ସାକାର କରି‍ବା ଲାଗି ସମାନ ସୁ‍ବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସଂସ୍ଥା ଗଠନ କରାଯିବ । ମେରା ଯୁ‍ବଭାରତ ଯୁ‍ବ ବିକାଶ ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ପ୍ଲାଟଫର୍ମରେ ପରିଣତ କରିବ । ନୂତନ ବ୍ୟବସ୍ଥା ଅଧୀନରେ ସମ୍ୱଳର ଉପଲବ୍ଧତା ଏ‍ବଂ ସୁଯୋଗ ଜରିଆରେ ଯୁବକମାନଙ୍କୁ ଗୋଷ୍ଠୀ ପରିବର୍ତ୍ତନ ଏଜେଣ୍ଟ ଏବଂ ରାଷ୍ଟ୍ର ନିର୍ମତା ଭାବେ ପରିଣତ କରିବା ଲାଗି ପଦକ୍ଷେପ ନିଆଯିବ । ଯୁବକ ମାନେ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ସେତୁ ଭାବେରେ କାର୍ଯ୍ୟ କରିବ । ୧୫ରୁ ୨୯ ବର୍ଷ ବୟସର ଯୁବକମାନଙ୍କୁ ଅଧିକ ଉପକୃତ କରିବ । ବିଶେଷ କରି କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ । ଏଥିରେ ୧୦ରୁ ୧୯ ବର୍ଷ ବୟସ ବର୍ଗର ହିତାଧିକାରୀମାନେ ଉପକୃତ ହେବେ । ଏହାସହିତ ଯୁବକ ମାନଙ୍କର ନେତୃତ୍ୱଧୀନ ବିକାଶ । ଯୋଗାଯୋଗ, ସୋସିଆଲ ମିଡିଆ, ନୂତନ ଡିଜିଟାଲ ସୁଯୋଗ ଏବଂ ଜରୁରୀ ଜ୍ଞାନକୌଶଳର ବାତାବରଣ ଥିବା ଏକ ଦ୍ରୁତ ପରିବର୍ତ୍ତନଶୀଳ । ସରକାରୀ ଆଭିମୁଖ୍ୟର ନୀତି ଦ୍ୱାରା ପରିଚାଳିତ ଯୁବପିଢି ।

Cabinet Meeting PM Modi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe