Fira
Advertisment
୪ ଲକ୍ଷରୁ ଅଧିକ ଟଙ୍କାର କେନ୍ଦୁପତ୍ର ଜଳି ନଷ୍ଟ ହୋଇଯାଇଛି। ଘଟଣାଟି ଘଟିଛି ପାଟଣାଗଡ଼ ଉପଖଣ୍ଡର ମାଓ ଅଧୁକ୍ଷିତ ଲାଠୋର ଥାନା ଖୁରୀପାଣି ଗାଁରେ।
Advertisment
ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦୁପତ୍ର ଜଳୁ ଥିବା କିଛି ଲୋକ ଦେଖିଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବାରୁ ଅଗ୍ନିଶମ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ପତ୍ର ଗୁଡ଼ିକ ସବୁ ଜଳିପୋଡ଼ି ପାଉଁଶ ହୋଇ ସାରିଥିଲା। ତେବେ କିଏ ନିଆଁ ଲଗାଇଲା ତାହା ଏବେବି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fira_1722777806.jpg)