ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା।
ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଡାଲଚିନିର ନମୁନା ସଂଗ୍ରହ କରାଯାଉଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ନମୁନା ସଂଗ୍ରହ କରାଯାଉଛି।
Also Read
କାସିଆ ଓ ଡାଲଚିନି ପ୍ରାୟତଃ ଦେଖିବାକୁ ଏକା। କିନ୍ତୁ କାସିଆରେ ରହିଥାଏ ଅଧିକ ପରିମାଣର କୌମେରିନ।।ଏହା ଦେହ ପାଇଁ କ୍ଷତିକାରକ। ଏହା ଖାଇବା ଦ୍ୱାରା ଆମ ଲିଭର ଖରାପ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦିଲ୍ଲୀରେ ଡାଲଚିନି ନାଁରେ ମାର୍କେଟରେ କାସିଆ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ପରେ FSSAI ପକ୍ଷରୁ ସବୁ ରାଜ୍ୟକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ, ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି
୨୦୨୪-୨୫ରେ ୧୧୦କୋଟି, ୨୦୨୫-୨୬ରେ ୨୭୯କୋଟି, ୨୦୨୬-୨୭ରେ ୨୩୨କୋଟି, ୨୦୨୭-୨୮ରେ ୨୩୪କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
Miscellaneous
ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଭିଆରଏସ୍ ପାଇଁ ମିଳିଲା ଅନୁମତି
ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
Miscellaneous
ଦୁର୍ଗନ୍ଧ ଘିଅ ଯୋଗାଇଥିଲା, ସତ ମାନିଲା ଓମ୍ଫେଡ୍
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ। ପ୍ରଭୁଙ୍କ ପାଖରେ ଦୁର୍ଗନ୍ଧ ଯୁକ୍ତ ପଚା ଘିଅ ବ୍ୟବହାର ହେଉଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିଲା।
Miscellaneous
ସହିଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ଟୋବର ମାସରେ ବାଜି ରାଉତଙ୍କ ସହିତ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଉତ୍କଳମଣି ଗୋପବନ୍ଧୁ ଦାସ ପରି ପ୍ରମୁଖ ମହାନାୟକମାନେ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ।
Miscellaneous
‘ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆସିବ ଆଳୁ ବିହନ’
ଶ୍ରୀ ସିଂହଦେଓ କହିଛନ୍ତି, ଗତ ସରକାର ଆଳୁ ମିଶନ୍ କରିଥିଲେ। ଯାହା ବିଫଳ ହୋଇଥିଲା। କାରଣ ସମୟ ସୀମା ଭିତରେ ଚାଷୀଙ୍କୁ ବିହନ ଦେଇନଥିଲେ। ଜାନୁଆରୀ ମାସରେ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଅର୍ଥାତ ଆଳୁ ଅମଳ ସମୟରେ ଚାଷୀଙ୍କୁ ବିହନ ଦିଆଯାଇଥିଲା।