ବାତ୍ୟା ହେଲେ ବିଜେଡି ସରକାରର 80% ଖୁଣ୍ଟ ଗଳିପଡ଼ିବ !

କୋଡ଼ିଏ ବର୍ଷରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ବାବଦରେ ପ୍ରାୟ 20 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦର୍ଶାଉଛନ୍ତି।

Manoj Swain
  • Published: Thursday, 18 July 2024
  • Updated: 18 July 2024, 12:20 PM IST

Sports

Latest News

କୋଡ଼ିଏ ବର୍ଷରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ବାବଦରେ ପ୍ରାୟ 20 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦର୍ଶାଉଛନ୍ତି। ହେଲେ ନିକଟରେ ସିଡିଆରଆଇ-କୋଆଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ବଡ଼ବାତ୍ୟା ହେଲେ ରାଜ୍ୟର 80% ବିଜୁଳି ଖୁଣ୍ଟି ଉପୁଡ଼ିଯିବ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos