କୋଡ଼ିଏ ବର୍ଷରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ବାବଦରେ ପ୍ରାୟ 20 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦର୍ଶାଉଛନ୍ତି। ହେଲେ ନିକଟରେ ସିଡିଆରଆଇ-କୋଆଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ବଡ଼ବାତ୍ୟା ହେଲେ ରାଜ୍ୟର 80% ବିଜୁଳି ଖୁଣ୍ଟି ଉପୁଡ଼ିଯିବ। ଦେଖନ୍ତୁ ପୂରା ରିପୋର୍ଟ।