ବାତ୍ୟା ହେଲେ ବିଜେଡି ସରକାରର 80% ଖୁଣ୍ଟ ଗଳିପଡ଼ିବ ! | Odisha Reporter
Advertisment
କୋଡ଼ିଏ ବର୍ଷରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ବାବଦରେ ପ୍ରାୟ 20 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦର୍ଶାଉଛନ୍ତି। ହେଲେ ନିକଟରେ ସିଡିଆରଆଇ-କୋଆଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ବଡ଼ବାତ୍ୟା ହେଲେ ରାଜ୍ୟର 80% ବିଜୁଳି ଖୁଣ୍ଟି ଉପୁଡ଼ିଯିବ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us