ମାଟି ତଳୁ ପାଣି ଚୋରି ଅଭିଯୋଗ

ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ ।

Manoj Swain
  • Published: Wednesday, 11 September 2024
  • Updated: 11 September 2024, 03:20 PM IST

Sports

Latest News

ମାଟି ତଳୁ ପାଣି ଚୋରି ଅଭିଯୋଗ। ଅର୍ଥାତ ଭୂତଳ ଜଳ ଚୋରି। ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ । ମେ ୭ ତାରିଖରେ ଭୁବନେଶ୍ବର ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ଏଭଳି ନୋଟିସ୍ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos