Advertisment

ମାଟି ତଳୁ ପାଣି ଚୋରି ଅଭିଯୋଗ

ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ ।

author-image
Manoj Swain
ଅଦ୍ୟତନ ହୋଇଛି

ମାଟି ତଳୁ ପାଣି ଚୋରି ଅଭିଯୋଗ। ଅର୍ଥାତ ଭୂତଳ ଜଳ ଚୋରି। ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ । ମେ ୭ ତାରିଖରେ ଭୁବନେଶ୍ବର ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ଏଭଳି ନୋଟିସ୍ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar