ଅଦ୍ୟତନ ହୋଇଛି
ମାଟି ତଳୁ ପାଣି ଚୋରି- ବିଲଡରଙ୍କୁ ସାଢେ 3 କୋଟିର ତଣ୍ଡ | Central Ground Water Board | Trident Galaxy | OR
Advertisment
ମାଟି ତଳୁ ପାଣି ଚୋରି ଅଭିଯୋଗ। ଅର୍ଥାତ ଭୂତଳ ଜଳ ଚୋରି। ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ । ମେ ୭ ତାରିଖରେ ଭୁବନେଶ୍ବର ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ଏଭଳି ନୋଟିସ୍ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us