ମାଟି ତଳୁ ପାଣି ଚୋରି ଅଭିଯୋଗ

  • Published: Wednesday, 11 September 2024
  • , Updated: 11 September 2024, 03:20 PM IST

ମାଟି ତଳୁ ପାଣି ଚୋରି ଅଭିଯୋଗ। ଅର୍ଥାତ ଭୂତଳ ଜଳ ଚୋରି। ବିନା ଅନୁମତିରେ ଅର୍ଥାତ ଏନଓସି ନନେଇ ମାଟି ତଳ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩ କୋଟି ୫୬ ଲକ୍ଷ ଟଙ୍କାର ପରିବେଶ କ୍ଷତି ପୂରଣ ଶୁଳ୍କ । ମେ ୭ ତାରିଖରେ ଭୁବନେଶ୍ବର ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ଏଭଳି ନୋଟିସ୍ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story