ଚାଷୀଙ୍କ ଭାଗ୍ୟକୁ ଖୋଳି ଖାଉଛନ୍ତି ଚକଡ଼ା

ଧାନ ଫସଲରେ ଚକଡ଼ା ପୋକ 

Manoj Swain
  • Published: Wednesday, 11 October 2023
  • Updated: 11 October 2023, 07:14 PM IST

Sports

Latest News

ଧାନ ଫସଲରେ ଚକଡ଼ା ପୋକ । ଧାନ କ୍ଷେତରେ ମୁଂହ ମାଡି ବସିରହିଛନ୍ତି, ନା ଭୋକ ଅଛି ନା ଶୋଷ। ଯେତେ ବୁଝେଇଲେ ବି ମନ ବୁଝୁନି, ବର୍ଷ ଯାକର ଫସଲରେ ଏବେ ନିଆଁ ଲାଗିଯିବା ଭଳି ଦୃଶ୍ୟ, ଚକଡ଼ା ମାଡି ଚାଲିଛି ବିଲରେ । ଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଢୋଲପୁର ଗ୍ରାମର ଚାଷୀ ଲକ୍ଷ୍ମଣ ନାୟକ । କଣ କରିବେ କିଛି ବୁଝି ନପରି ସେଇ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି । ଖାଲି ସେ ନୁହେଁ, ପ୍ରାୟତଃ ସବୁ ଚାଷୀଙ୍କର ଚାଷଜମିରେ ସମାନ ସ୍ଥିତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos