ଚାଷୀଙ୍କ ଭାଗ୍ୟକୁ ଖୋଳି ଖାଉଛନ୍ତି ଚକଡ଼ା | Weeds are Devouring Farmers\' Hard-earned Fortunes | OR
Advertisment
ଧାନ ଫସଲରେ ଚକଡ଼ା ପୋକ । ଧାନ କ୍ଷେତରେ ମୁଂହ ମାଡି ବସିରହିଛନ୍ତି, ନା ଭୋକ ଅଛି ନା ଶୋଷ। ଯେତେ ବୁଝେଇଲେ ବି ମନ ବୁଝୁନି, ବର୍ଷ ଯାକର ଫସଲରେ ଏବେ ନିଆଁ ଲାଗିଯିବା ଭଳି ଦୃଶ୍ୟ, ଚକଡ଼ା ମାଡି ଚାଲିଛି ବିଲରେ । ଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଢୋଲପୁର ଗ୍ରାମର ଚାଷୀ ଲକ୍ଷ୍ମଣ ନାୟକ । କଣ କରିବେ କିଛି ବୁଝି ନପରି ସେଇ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି । ଖାଲି ସେ ନୁହେଁ, ପ୍ରାୟତଃ ସବୁ ଚାଷୀଙ୍କର ଚାଷଜମିରେ ସମାନ ସ୍ଥିତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us