ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ କ୍ଷୋଭ

  • Published: Monday, 20 November 2023
  • , Updated: 20 November 2023, 02:05 PM IST

ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କ୍ଷୋଭ। କହିଲେ, ''ଶ୍ରୀମନ୍ଦିରରେ ବ୍ୟବସ୍ଥା ନାହିଁ। ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାର୍ଥକ୍ୟ ରଖା ନ ଯାଉ। ଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ, ବ୍ୟବସ୍ଥା କରାଯାଉ। ଲୋକ ଯନ୍ତ୍ରଣା ନ ପାଆନ୍ତୁ।''   

Related story