ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁର ମୃତଦେହ

ଆଜି ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ ନିକଟ ରାସ୍ତା କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ।

Baby Photorepresentational image

Tapaswini Nayak
  • Published: Saturday, 23 September 2023
  • Updated: 23 September 2023, 09:40 AM IST

Sports

Latest News

ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆଜି ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ ନିକଟ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।ମୃତ ଶିଶୁଟିକୁ ଏକ ଟାୱେଲ ଉପରେ ଶୋଇଛି। ତା’ପାଖରେ ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିଛି I

Also Read

ଶିଶୁଟିର କିପରି ମୃତ୍ୟୁ ଘଟିଲା, କିଏ ଓ କାହିଁକି ଶିଶୁଟିର ମୃତଦେହକୁ ରାସ୍ତାକଡ଼ରେ ପକାଇଦେଇ ପଳାଇଗଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos