ଅଦ୍ୟତନ ହୋଇଛି
Baby
Advertisment
ରାସ୍ତାକଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ। ଶିଶୁଟି ଜନ୍ମ ହେବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
Advertisment
ଆଜି ସକାଳେ ଶିଶୁଟିରୁ ମୃତଦେହ ସେଲେଡି ଗ୍ରିଡ ନିକଟ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।ମୃତ ଶିଶୁଟିକୁ ଏକ ଟାୱେଲ ଉପରେ ଶୋଇଛି। ତା’ପାଖରେ ବ୍ୟାଗ, ଗ୍ଲାସ ଓ ଗିନା ମଧ୍ୟ ପଡ଼ିଛି I
ଶିଶୁଟିର କିପରି ମୃତ୍ୟୁ ଘଟିଲା, କିଏ ଓ କାହିଁକି ଶିଶୁଟିର ମୃତଦେହକୁ ରାସ୍ତାକଡ଼ରେ ପକାଇଦେଇ ପଳାଇଗଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Baby_1691224874.jpg)