ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଘୁଷୁଡ଼ି ଆସିଲେ ଦିବ୍ୟାଙ୍ଗ ! | Odisha Reporter
ଆଜି ନିଜ ଗାଁ କେନ୍ଦୁଝର ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ଅବସରରେ ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଃଖ ଶୁଣିଲେ ପିଠି ଥାପୁଡ଼େଇ ଦେଲେ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
