ଦିବ୍ୟାଙ୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Monday, 24 June 2024
  • , Updated: 24 June 2024, 01:23 PM IST

ଆଜି ନିଜ ଗାଁ କେନ୍ଦୁଝର ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ଅବସରରେ ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଃଖ ଶୁଣିଲେ ପିଠି ଥାପୁଡ଼େଇ ଦେଲେ...

Related story