17 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ସମୟ ନାହିଁ ! | Odisha Reporter
ରାଜ୍ୟ ସ୍ତରରେ ଯୋଜନା ପ୍ରଣୟନ, ମୂଲ୍ୟାୟନ ଓ ରୂପାୟନ ପାଇଁ ବହୁ ପୂର୍ବରୁ ଗଢ଼ାଯାଇଥିଲା ରାଜ୍ୟ ଯୋଜନା ବୋର୍ଡ। ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ରାଜ୍ୟରେ 2007 ମସିହା ପରେ ଅର୍ଥାତ୍ 17 ବର୍ଷ ଧରି ଆଉ ବୈଠକ ଡାକିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
