17 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ସମୟ ନାହିଁ !

  • Published: Saturday, 10 February 2024
  • , Updated: 10 February 2024, 05:58 PM IST

ରାଜ୍ୟ ସ୍ତରରେ ଯୋଜନା ପ୍ରଣୟନ, ମୂଲ୍ୟାୟନ ଓ ରୂପାୟନ ପାଇଁ ବହୁ ପୂର୍ବରୁ ଗଢ଼ାଯାଇଥିଲା ରାଜ୍ୟ ଯୋଜନା ବୋର୍ଡ। ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ରାଜ୍ୟରେ 2007 ମସିହା ପରେ ଅର୍ଥାତ୍ 17 ବର୍ଷ ଧରି ଆଉ ବୈଠକ ଡାକିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଖନ୍ତୁ ପୂରା ରିପୋର୍ଟ। 

Related story