Advertisment

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମାରି ଚାଉଳ ଦେବାକୁ ବିରୋଧ

ବିରୋଧ ପରେ ନିଜେ ପୋଷ୍ଟର କାଢିଲେ ଯୋଗାଣ ସହାୟକ

author-image
Manoj Swain

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମାରି ଚାଉଳ ଦେବାକୁ ବିରୋଧ କରାଯାଇଛି । ବିରୋଧ ପରେ ନିଜେ ପୋଷ୍ଟର କାଢିଲେ ଯୋଗାଣ ସହାୟକ । ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଣଗା ପଞ୍ଚାୟତରେ ଘଟିଛି।  

Advertisment
Odisha Mayurbhanj