Advertisment

ସିଟି ବସ ଖତ ଖାଉଛି, କଣ ହେବ ଇ-ବସର ଭାଗ୍ୟ ?

୨୦୧୭ ମସିହାରେ ବାଲେଶ୍ୱରରେ ଆରମ୍ଭ ହୋଇଥିଲା ସିଟି ବସ ସେବା ।

author-image
Manoj Swain

୨୦୧୭ ମସିହାରେ ବାଲେଶ୍ୱରରେ ଆରମ୍ଭ ହୋଇଥିଲା ସିଟି ବସ ସେବା । ହେଲେ ମାତ୍ର ଦିନ କେଇଟାରେ ସବୁକିଛି ହୋଇଗଲା ଠପ୍ । ଆଉ ପାଣିରେ ପଡିଗଲା ୬ କୋଟିରୁ ଅଧିକ ଟଙ୍କା । ଏହି ବସ୍ କାଳେ ଅଣ ଓସାରିଆ ରାସ୍ତା ପାଇଁ ବନ୍ଦ ହୋଇଗଲା ବୋଲି କହିଛି ପ୍ରଶାସନ । 

Advertisment
Odisha Balasore