ସିଟି ବସ ଖତ ଖାଉଛି, କଣ ହେବ ଇଲେକ୍ଟ୍ରି ବସର ଭାଗ୍ୟ ? | Odisha Reporter
Advertisment
୨୦୧୭ ମସିହାରେ ବାଲେଶ୍ୱରରେ ଆରମ୍ଭ ହୋଇଥିଲା ସିଟି ବସ ସେବା । ହେଲେ ମାତ୍ର ଦିନ କେଇଟାରେ ସବୁକିଛି ହୋଇଗଲା ଠପ୍ । ଆଉ ପାଣିରେ ପଡିଗଲା ୬ କୋଟିରୁ ଅଧିକ ଟଙ୍କା । ଏହି ବସ୍ କାଳେ ଅଣ ଓସାରିଆ ରାସ୍ତା ପାଇଁ ବନ୍ଦ ହୋଇଗଲା ବୋଲି କହିଛି ପ୍ରଶାସନ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us