କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଭଟିମୁଣ୍ଡା ପଞ୍ଚାୟତ ସାରଙ୍ଗ ଗ୍ରାମରେ ରହୁଥିବା କାହ୍ନୁ ଚରଣ ନାୟକଙ୍କ ପରିବାରରେ ଦେଖିବାକୁ ମିଳିଛି ଭୌତିକ ଘଟଣା । ଘରେ ଥିବା ଆସବାବ ପତ୍ରରେ ଶୁନ୍ୟରୁ ଲାଗୁଛି ନିଆଁ । ଯାହାକୁ ନେଇ ପରିବାର ଲୋକେ ଭୟଭୀତ । ରହୁଥିବା ଘରେ ନରହି ବାହାରେ କାଟୁଛନ୍ତି ଦିନ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ରାଜଧାନୀର ୧୦ଟି ସ୍ଥାନରେ ହେବ ରାବଣପୋଡ଼ି’
ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
Miscellaneous
ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ
ପୂଜାମଣ୍ଡପ ପରିସରରେ ପଡ଼ିଥିବା ମୀନା ବଜାରରେ ବାସି ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା।