Advertisment

ଏ କଣ ! ଆପେ ଆପେ ଜଳିଯାଉଛି ଜିନିଷ

ଆପେ ଆପେ ଜଳୁଛି ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ । କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଭଟିମୁଣ୍ଡା ପଞ୍ଚାୟତ ସାରଙ୍ଗ ଗ୍ରାମରେ ରହୁଥିବା କାହ୍ନୁ ଚରଣ ନାୟକଙ୍କ ପରିବାରରେ ଦେଖିବାକୁ ମିଳିଛି ଭୌତିକ ଘଟଣା ।

Advertisment

କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଭଟିମୁଣ୍ଡା ପଞ୍ଚାୟତ ସାରଙ୍ଗ ଗ୍ରାମରେ ରହୁଥିବା କାହ୍ନୁ ଚରଣ ନାୟକଙ୍କ ପରିବାରରେ ଦେଖିବାକୁ ମିଳିଛି ଭୌତିକ ଘଟଣା । ଘରେ ଥିବା ଆସବାବ ପତ୍ରରେ ଶୁନ୍ୟରୁ ଲାଗୁଛି ନିଆଁ । ଯାହାକୁ ନେଇ ପରିବାର ଲୋକେ ଭୟଭୀତ । ରହୁଥିବା ଘରେ ନରହି ବାହାରେ କାଟୁଛନ୍ତି ଦିନ ।

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe