Advertisment

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଦେଖନ୍ତୁ କିଛି ଫଟୋ

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲ୍ଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ ପ୍ରଥମେ ଜିଲ୍ଲାସ୍ତରରେ ଅଭିଯୋଗ କରନ୍ତୁ। ଜିଲ୍ଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ୱର ଆସିବାକୁ ପଡ଼ିବନି। ଆଜି ଯେତିକି ଶୁଣାଣି ହୋଇଛି ସେଥିରୁ ପ୍ରାୟ ୯୯% ସମାଧାନ ହୋଇଯିବ।

author-image
Jitendra Garnayak
CM

CM

CM's Grievance Cell CM Mohan Charan Majhi