CM
Advertisment
/odisha-reporter/media/post_attachments/uploadimage/library/16_9/16_9_0/CM_1719835826.jpg)
1/6
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣିରେ ଜଣେ ବୃଦ୍ଧା
/odisha-reporter/media/post_attachments/uploadimage/library/16_9/16_9_0/CM_M_Majhi_1719835968.jpeg)
2/6
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଶୁଣୁଛନ୍ତି। ଏଥିରେ ଉପମୁଖ୍ୟମନ୍ତ୍ରୀ କେବି ସିଂହଦେଓ, ନଗର ଉନ୍ନୟନ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719836074.jpeg)
3/6
ଆଜି ଅଭିଯୋଗ ଶୁଣାଣି କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନେ ପ୍ରଥମେ ଜିଲ୍ଲାସ୍ତରରେ ଅଭିଯୋଗ କରନ୍ତୁ। ଜିଲ୍ଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ୱର ଆସିବାକୁ ପଡ଼ିବନି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719836139.jpeg)
4/6
ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଶୁଣାଉଛନ୍ତି ଜଣେ ଦିବ୍ୟାଙ୍ଗ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1719836222.jpeg)
5/6
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଶୁଣୁଛନ୍ତି।
/odisha-reporter/media/post_attachments/uploadimage/library/16_9/16_9_0/People__1719836364.jpeg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us