Advertisment

ମାଂସ ଓ ମାଛ ଦୋକାନରେ ସିଏମସିର ଚଢ଼ାଉ

ରାସ୍ତାକଡ଼ ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ।

author-image
Manoj Swain

କଟକ: ରାସ୍ତାକଡ଼ ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ। ସିଏମସି ଡେପୁଟି କମିଶନରଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ।

Advertisment
Odisha Cmc Cuttack