Advertisment

ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସର ମାଷ୍ଟରପ୍ଲାନ୍

ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ର ନୂଆ ମାଷ୍ଟର ପ୍ଲାନ। ପୁଲିସ ସହ କାମ କରିବେ ସାଇବର ଭଲେଣ୍ଟିଅର।

undefined

cyber crime

Advertisment

ନୂଆ ବର୍ଷ ରେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୁଲିସ ର ନୂଆ ମାଷ୍ଟର ପ୍ଲାନ। ପୁଲିସ ସହ କାମ କରିବେ ସାଇବର ଭଲେଣ୍ଟିଅର। ବିଭିନ୍ନ ସଫ୍ଟ ୱେୟର କମ୍ପାନୀ ର ୨୫ ଜଣ ସାଇବର ଏକ୍ସପର୍ଟ ପୁଲିସ ସହ ଯୋଡ଼ି ହୋଇଛନ୍ତି।

Advertisment

ନିର୍ବାଚନ ବେଳେ ସୋସିଆଲ ମିଡ଼ିଆ ଜରିଆ ରେ ଭ୍ରମ ସୃଷ୍ଟି କରିବା, ଡାର୍କ ୱେବ ଓ ଡିପ ଫେକ ଭିଡିଓ ବିରୋଧ ରେ ଭିନ୍ନ ଭିନ୍ନ ଟିମ ହୋଇ କାମ କରିବେ ଏହି ଭଲେଣ୍ଟିଅର।

ଏହା ସହ ସାଇବର ଅପରାଧ ବିରୋଧ ରେ ତଦନ୍ତ ପାଇଁ ଗୋଟିଏ ଟିମ ପୁଲିସକୁ ମଧ୍ୟ ଟ୍ରେନିଂ ଦେବ। ସେହିପରି ଷ୍ଟ୍ରିଟ କ୍ରାଇମ ସହ ଅନ୍ତରାଜ୍ୟ ଲୁଟେରାଙ୍କୁ ଧରିବାକୁ ପୁଲିସ ନୂଆ ପ୍ଲାନ ପ୍ରସ୍ତୁତ କରିଛି।

Advertisment
Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe