Advertisment

କ୍ଷତିପୂରଣ ସହାୟତା ଚାଷ ଖର୍ଚ୍ଚର ଅଧା ହେଉନାହିଁ!

ରାଜ୍ୟ ସରକାର ରିଲିଫ୍ କୋଡ ଅନୁସାରେ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତଥାପି ଚାଷୀ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛି, ତାହା ବିଶେଷଜ୍ଞ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି।

author-image
Jitendra Garnayak

ନିକଟରେ ଅଦିନିଆ ବର୍ଷାରେ ରାଜ୍ୟର ୧୬ଟି ଜିଲ୍ଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ମହାରାଷ୍ଟ୍ର, ପଂଜାବ ଓ ଆନ୍ଧ୍ରପ୍ରଦେଶ ଭଳି ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ତାଲିକାରେ ସାମିଲ କରିଛନ୍ତି। ରାଜ୍ୟ ସରକାର ରିଲିଫ୍ କୋଡ ଅନୁସାରେ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ତଥାପି ଚାଷୀ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛି, ତାହା ବିଶେଷଜ୍ଞ ମହଲରେ ପ୍ରଶ୍ନ ସୃଷ୍ଟି କରୁଛି।

Advertisment