ପୁଅକୁ ଟିମରେ ମିଳିଲାନି ସ୍ଥାନ, ଖେଳ ପଡ଼ିଆରେ ବସିଲେ ମାଆ

କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ।

Manoj Swain
  • Published: Wednesday, 17 July 2024
  • Updated: 17 July 2024, 06:22 PM IST

ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ମିଳିବାରୁ ମାଆଙ୍କ ବିକ୍ଷୋଭ ପ୍ରଦର୍ଶନ । କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ନେଇ ପିଚ୍‌ ଉପରେ ବସି ଧାରଣା ଦେଲେ ମାଆ। କଟକ ସନସାଇନ୍ ପଡ଼ିଆରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଭୁବନେଶ୍ୱର ‘A’ ଟିମର ଖେଳାଳି ଆୟୁଷ ମହାନ୍ତିଙ୍କୁ ଟିମ୍‌ରେ ଜାଗା ନମିଳିବା ପରେ ପିଚ୍ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କଲେ ତାଙ୍କ ମାଆ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos