Advertisment

ପୁଅକୁ ଟିମରେ ମିଳିଲାନି ସ୍ଥାନ, ଖେଳ ପଡ଼ିଆରେ ବସିଲେ ମାଆ

କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ।

Advertisment

ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନ ମିଳିବାରୁ ମାଆଙ୍କ ବିକ୍ଷୋଭ ପ୍ରଦର୍ଶନ । କୋଚଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ନେଇ ପିଚ୍‌ ଉପରେ ବସି ଧାରଣା ଦେଲେ ମାଆ। କଟକ ସନସାଇନ୍ ପଡ଼ିଆରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଭୁବନେଶ୍ୱର ‘A’ ଟିମର ଖେଳାଳି ଆୟୁଷ ମହାନ୍ତିଙ୍କୁ ଟିମ୍‌ରେ ଜାଗା ନମିଳିବା ପରେ ପିଚ୍ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କଲେ ତାଙ୍କ ମାଆ।

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe