Advertisment

ଆସିଲା ବାତ୍ୟା କ୍ଷୟକ୍ଷତି ରିପୋର୍ଟ, ବାତ୍ୟା କ୍ଷତି ୬୦୦ କୋଟି

ଆସିଲା ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ।

author-image
Manoj Swain

ବାତ୍ୟା ଦାନା ଯୋଗୁଁ ୧୪ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ପ୍ରାୟ ୬୦୦ କୋଟିର କ୍ଷତି ହୋଇଥିବା ନେଇ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 

Advertisment
Odisha Suresh Pujari