ବୋହୂ ନେଇଗଲା ଲୋନ୍ ଟଙ୍କା, ଶାଶୁ ପଡିଲା ବନ୍ଧା | Odisha Reporter
ଏ ବୁଢ଼ୀ ମାଉସୀଙ୍କ ପାଖରେ କାନ୍ଦିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ । ଫଳରେ ଆଖିର ଲୁହକୁ ତୁଣ୍ଡରେ ସାରିବାକି ବାଧ୍ୟ ହେଉଛନ୍ତି । ଶିକ୍ଷକ ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ ଟଙ୍କାରେ ଚଳୁଥିଲେ, ହେଲେ ୟୁକୋ ବ୍ୟାଙ୍କ ଦାଉ ସାଧିଲା । ଏବେ ଚାଳିବା ପାଇଁ ସଂଘର୍ଷ କରୁଛନ୍ତି ବୁଢୀ ମାଉସୀ ସୁଲୋଚନା ବେହେରା । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପୋଡାଶୂଳ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
