ବୋହୂ ନେଇଗଲା ଲୋନ୍ ଟଙ୍କା, ଶାଶୂ ପଡିଲା ବନ୍ଧା

  • Published: Thursday, 14 September 2023
  • , Updated: 14 September 2023, 07:30 PM IST

ଏ ବୁଢ଼ୀ ମାଉସୀଙ୍କ ପାଖରେ କାନ୍ଦିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ । ଫଳରେ ଆଖିର ଲୁହକୁ ତୁଣ୍ଡରେ ସାରିବାକି ବାଧ୍ୟ ହେଉଛନ୍ତି । ଶିକ୍ଷକ ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ ଟଙ୍କାରେ ଚଳୁଥିଲେ, ହେଲେ ୟୁକୋ ବ୍ୟାଙ୍କ ଦାଉ ସାଧିଲା । ଏବେ ଚାଳିବା ପାଇଁ ସଂଘର୍ଷ କରୁଛନ୍ତି ବୁଢୀ ମାଉସୀ ସୁଲୋଚନା ବେହେରା । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ପୋଡାଶୂଳ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର ।

Related story