Advertisment

ବିଚାରାଧୀନ କଏଦୀ ମୃତ

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ଦେବବ୍ରତ

undefined

Death

Advertisment

ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲା ଆରଜିଏଚରେ ଆଖି ବୁଜିଲେ ବିଚାରାଧୀନ କଏଦୀ। ମୃତକ ହେଲେ ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ବରସୁଆଁ ଅଞ୍ଚଳର ଦେବବ୍ରତ ସିଂ।

Advertisment

ମଦ ବିକ୍ରି ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲା ଅବକାରୀ ବିଭାଗ। ଜେଲରେ ଅସୁସ୍ଥ ହେବାରୁ ପ୍ରଥମେ ବଣାଇ ଓ ପରେ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ତେବ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ଦେବବ୍ରତ।

ଡାକ୍ତର କହିଛନ୍ତି, ଉଚ୍ଚ ରକ୍ତଚାପ ଥିଲା। ବ୍ରେନ ହାମେରେଜରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ। ସେପଟେ ମାଡ଼ ମାରିବାରୁ ଦେବବ୍ରତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଅବକାରୀ ବିଭାଗ ଓ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବି କରିଛନ୍ତି।

Advertisment
Deadbody Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe