\'ପାଣ୍ଡିଆନ ଚାହିଁଲେ ସ୍ତ୍ରୀ ମାନ୍ୟତା ପାଇବି\' | Brahmapur Deepika Meets VK Pandian । Odisha Reporter
Advertisment
5T ସଚିବଙ୍କୁ ଭେଟିଲେ, ହାତରେ ଦାବିପତ୍ର ଧରାଇଲେ। ପୁରା ହେଲା ଭି.କେ ପାଣ୍ଡିଆନଙ୍କୁ ଭେଟିବାର ଆଶା । ହେଲେ ଏବେ ମିଳିବ ତ ସ୍ତ୍ରୀର ଅଧିକାର ? ପୁଅ ପାଇବ ତ ବାପାର ପରିଚୟ ? କଣ ସତରେ ପୁରଣ ହେବ ଦୀପିକାଙ୍କ ଆଶା ? ଅସଜଡା ଘର ସଜାଡିବେ ତ ପାଣ୍ଡିଆନ ? ୪ ତାରଖକୁ ଅପେକ୍ଷା କରିଛନ୍ତି ଦୀପିକା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us