କାଳିଆ ଦାଣ୍ଡରେ କଷ୍ଟ ଦେଉଛି କିଏ ? | Odisha Reporter
Advertisment
ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି ଶ୍ରଦ୍ଧାଳୁ । ସେପଟେ ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କ୍ଷୋଭ। କହିଲେ, ''ଶ୍ରୀମନ୍ଦିରରେ ବ୍ୟବସ୍ଥା ନାହିଁ। ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାର୍ଥକ୍ୟ ରଖା ନ ଯାଉ। ଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ, ବ୍ୟବସ୍ଥା କରାଯାଉ। ଲୋକ ଯନ୍ତ୍ରଣା ନ ପାଆନ୍ତୁ।''
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us