ସାଇବର କ୍ରାଇମ ଓ ନିଶା କାରବାର ରୋକିବାକୁ ପୁଲିସ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଡିଜିପି ଖୁରାନିଆ

ଆଜି କଟକସ୍ଥିତ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଖୁରାନିଆ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠୁ ବଡ଼ କର୍ତ୍ତବ୍ୟ ।

DGP PhotoOR

DGP Y B Khurania

Ordigital Desk
  • Published: Friday, 16 August 2024
  • Updated: 16 August 2024, 08:32 PM IST

Sports

Latest News

ସାଇବର କ୍ରାଇମ, ମାଦକ ଦ୍ରବ୍ୟର ପ୍ରସାର ଓ ଅପରାଧ ମୁକାବିଲା ଦିଗରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାସହିତ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟର ନୂଆ ପୁଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି ।

ଆଜି କଟକସ୍ଥିତ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଖୁରାନିଆ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠୁ ବଡ଼ କର୍ତ୍ତବ୍ୟ । ଆଗାମୀ ଦିନରେ ମାଦକଦ୍ରବ୍ୟର ପ୍ରସାର ଓ ଅପରାଧ ଉପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସାମ୍ପ୍ରତିକ ପରିସ୍ଥିତିରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧ ଦମନ, ଅପରାଧ ନିରାକରଣ ଉପରେ ଗୁରୁତ୍ୱ ଦିଆଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକ୍ରମେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରାଥମିକତା ଦିଆଯିବ । ସମାଜର ଦୁର୍ବଳ ବର୍ଗ, ଶିଶୁ ଓ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅପରାଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିବ ତଥା ଓଡ଼ିଶା ପୁଲିସର ମୁଖିଆ ଦାୟିତ୍ୱ ଗ୍ରହଣ କରି ସେ ଗୌରବାନ୍ୱିତ ବୋଲି ଶ୍ରୀ ଖୁରାନିଆ କହିଛନ୍ତି । 

Also Read

ଆଜି ଅପରାହ୍ନରେ ଶ୍ରୀ ଖୁରାନିଆ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଅସ୍ଥାୟୀ ଡିଜି ଅରୁଣ କୁମାର ଷଡଙ୍ଗୀଙ୍କଠୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଅନ୍ୟପକ୍ଷରେ, ଶ୍ରୀ ଖୁରାନିଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଆଜି ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ସରକାର କିଭଳି ରାଜ୍ୟର ଦୁଇ ପ୍ରଶାସନିକ ମୁଖ୍ୟ ପଦବୀ (ମୁଖ୍ୟ ସଚିବ ଓ ପୁଲିସ ଡିଜି)ରେ ଦୁଇଜଣ ଅଣଓଡ଼ିଆ ଅଫିସରଙ୍କୁ ଅବସ୍ଥାପିତ କରିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା କି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିବାବେଳେ ବିଜେପି ଏହାର ଜବାବ ରଖିଛି । ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ଯେ, ଦକ୍ଷତା ଆଧାରରେ ଡିଜିପି ନିଯୁକ୍ତି ହୋଇଛି । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story