ଅଦ୍ୟତନ ହୋଇଛି
ସବୁଜ ଥିଲା ଗେରୁଆ ହେଲା | LAccMI Bus Color Changed to Orange | Dhenkanal | Odisha Reporter
Advertisment
ବଦଳିଲା ଲକ୍ଷ୍ମୀ ବସ୍ ରଙ୍ଗ, ସବୁଜରୁ ହେଲା ଗେରୁଆ । ଢେଙ୍କାନାଳରେ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ବସର ନାଁ ବଦଳି 'ମୁଖ୍ୟମନ୍ତ୍ରୀ ବସ୍' ସେବା ହୋଇଛି । ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us